ଗୋଟିଏ ଶ୍ରେଣୀ ଗୃହରେ ରହୁଛନ୍ତି ୧୫ ପରିବାର : ପ୍ରଶାସନର ଇଏ କେଉଁ କୋଭିଡ୍‌ ନିୟମ?

କଟକ: ଲକଡାଉନ୍ ବେଳେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଛି। ପୁଣି କରୋନା ନିୟମ ଆଉ କଟକଣାକୁ ସଂପୂର୍ଣ୍ଣ ଏଡାଇ ଦେଇ ସେମାନଙ୍କୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥଇଥାନ କରାଯାଉଛି। ମାଲଗୋଦାମ ତେଲୁଗୁ ବସ୍ତିର ୮୩ ପରିବାରଙ୍କୁ ସାର୍ତ୍ତୋଳ ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀ ଗୃହରେ ଯେଭଳି ରଖାଯାଇଛି, ସେଥିରେ ସେମାନେ କ’ଣ ଗାଈଗୋରୁଙ୍କଠୁ ହୀନ ବୋଲି ଅନେକ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ୧୫ରୁ ଅଧିକ ପରିବାରର ୭୦ରୁ … Continue reading ଗୋଟିଏ ଶ୍ରେଣୀ ଗୃହରେ ରହୁଛନ୍ତି ୧୫ ପରିବାର : ପ୍ରଶାସନର ଇଏ କେଉଁ କୋଭିଡ୍‌ ନିୟମ?